କଟକ: ନୂଆ ୱାକଫ୍ ଆଇନକୁ ନେଇ କଟକରେ ବିରୋଧ । ବିରୋଧ କରିବା ପାଇଁ ଏକାଠି ହେଲେ ଶତାଧିକ ମୁସଲିମ୍ ସମ୍ପ୍ରଦାୟ । ସଂଶୋଧନ ବିଲ୍ରେ କିଛି ନିୟମକୁ ବିରୋଧ । ଆଗକୁ ଏହି ପ୍ରସଙ୍ଗରେ କୋର୍ଟକୁ ଯିବା ସମ୍ଭାବନା ।