17.1 C
Bhubaneswar
Wednesday, February 11, 2026
Homeଓଡିଶାଯାଜପୁରରେ ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ଦ୍ୱାରା ବିକ୍ଷୋଭ

ଯାଜପୁରରେ ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ଦ୍ୱାରା ବିକ୍ଷୋଭ

ଯାଜପୁର: ଯାଜପୁର ଜିଲ୍ଲାରେ ଗୁରୁବାର 3ଟା ବେଳେ ଯାଜପୁର ଟାଉନ ସ୍ଥିତ ରାମମନ୍ଦିର ପ୍ରାଙ୍ଗଣ ଠାରୁ ଆରମ୍ଭ କରି ବଜରଙ୍ଗ ଦଳ ପଦଯାତ୍ରାର ବାହାରି ମେଡିକାଲ ଛକ ହୋଇ ଗାନ୍ଧୀ ଛକ ଠlରେ ସମାପନ କରିଥିଲେ । ବଜରଙ୍ଗ ର କର୍ମକର୍ତାମାନେ ବାଙ୍ଗଲାଦେଶ ମୁର୍ଦାବାଦ ଓ ମହମଦ ୟୁନୁଷ ମୁର୍ଦା ବାଦ, ବାଙ୍ଗଲାଦେଶୀ ତୁମେ ଭାରତ ଛାଡ ଏହିପରି ଅନେକ ନାରା ଦେଇ ମହମଦ ୟୁନୁଷ ର ପୁଶପୁତ୍ତଳିକା କୁ ଜୋତାରେ ବାଡେଇ ନିଆଁ ଲଗାଇ ପୋଡି ଥିଲେ।ଏହି ବିକ୍ଷୋଭ ରେ ବିଶ୍ୱ ହିନ୍ଦୁ ପରିଷଦର ଜିଲ୍ଲା ସଭାପତି ସମୀର ନାୟକ, ଜିଲ୍ଲା ସମ୍ପାଦକ ରାଜ କିଶୋର ମଲ୍ଲିକ, ସହ ସମ୍ପାଦକ ହିମାଂଶୁ ଶେଖର ବଳ, ଜିଲ୍ଲା ସତସଙ୍ଗ ପ୍ରମୁଖ ମାନସ ବାରିକ,ଜିଲ୍ଲା ସଂଯୋଜଳ ବସନ୍ତ କୁମାର ପାତ୍ର. ଜିଲ୍ଲା ସାହସଂଯୋଜକ ସାରଦା ପ୍ରସନ୍ନ ବଳ, ଜିଲ୍ଲା ମିଳନ କେନ୍ଦ୍ର ପ୍ରମୁଖ ଧର୍ମେନ୍ଦ୍ର ଗୁଇଂଙ୍କ ସମେତ 12 ଗୋଟି ପ୍ରଖଣ୍ଡର ସଂଯୋଜକ ଓ 300 ଶହରୁ ଉର୍ଦ୍ଧ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking