35.1 C
Bhubaneswar
Thursday, March 5, 2026
Homeଓଡିଶାଭୁବନେଶ୍ୱରରେ ଉଠା ଦୋକାନୀଙ୍କ ବିକ୍ଷୋଭ

ଭୁବନେଶ୍ୱରରେ ଉଠା ଦୋକାନୀଙ୍କ ବିକ୍ଷୋଭ

ଭୁବନେଶ୍ୱର : ଆଜି ଉଠା ଦୋକାନୀ ଦିବସ । ଭୁବନେଶ୍ୱରରେ ଉଠା ଦୋକାନୀଙ୍କ ବିକ୍ଷୋଭ । ଅନେକ ସଂଖ୍ୟାରେ ଉଠା ଦୋକାନୀମାନେ ଭୁବନେଶ୍ୱରରେ ବିରାଟ ଶୋଭାଯାତ୍ରା କରିଛନ୍ତି । ଭୁବନେଶ୍ୱର ରାଜମହଲରେ ଉଠା ଦେକାନୀମାନେ ଶୋଭାଯାତ୍ରା କରିଛନ୍ତି ।  ପୂର୍ୱରୁ ଅନେକ ଥର ଆଲୋଚନା ପରେ ବି ୧୧ ହଜାରରୁ ଅଧିକ ଉଠା ଦୋକାନୀ ଭଙ୍ଗାଯାଇଛି ।  ୮ଟି ଦାବି ପୂରଣ ପରେ ବି ଉଚ୍ଛେଦ ହୋଇଥିବା କହିଛନ୍ତି ଉଠା ଦୋକାନୀ । ଏବଂ ପଞ୍ଜିକରଣ ନ କରାଯାଇ କାହିଁକି ଉଚ୍ଛେଦ ହୋଇଛି ତାକୁ ନେଇ ପ୍ରଶ୍ନ କରିଛନ୍ତି । ଏହାକୁ ବିରୋଧ କରି ଆଦି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଉଠା ଦୋକାନୀ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking