30.1 C
Bhubaneswar
Saturday, March 21, 2026
Homeଓଡିଶାଓଏସଆରଟିସି ଅଫିସ ସମ୍ମୁଖରେ ମୃତଦେହ ରଖି ପ୍ରତିବାଦ

ଓଏସଆରଟିସି ଅଫିସ ସମ୍ମୁଖରେ ମୃତଦେହ ରଖି ପ୍ରତିବାଦ

ଭୁବନେଶ୍ୱର : ଟିସି ଅଫିସ ସମ୍ମୁଖରେ ପ୍ରତିବାଦ । ଡ୍ରାଇଭରଙ୍କ ମୃତ୍ୟୁ ପ୍ରତିବାଦରେ ଚାଲିଛି ଆନ୍ଦୋଳନ । କ୍ଷତିପୂରଣ ଦାବିରେ ମୃତ ଡ୍ରାଇଭର ପ୍ରମୋଦ କୁମାର ମହାପାତ୍ର ପରିବାର ପକ୍ଷରୁ ଧାରଣାରେ ବସିଛନ୍ତି।ଖବର ଅନୁଯାୟୀ, ପୁରୀରୁ କଲିକତା ଅଭିମୁଖେ ଯାଉଥିଲା ଟିସି ବସ୍। ଦୁଇଜଣ ଡ୍ରାଇଭର ବସରେ ଥିଲେ । ପ୍ରମୋଦ ସାମାନ୍ୟ କ୍ଲାନ୍ତ ଅନଭବ କରିବାରୁ କରିବାରୁ ଫ୍ରେସ ହେବାକୁ ଯାଇଥିବା ସମୟରେ ଏକ ବାଇକ ଆସି ଧକ୍କା ଦେଇଥିଲା । ଯାହା ଫଳରେ ତାଙ୍କର ମୃତ୍ୟୁ ଘଟିଛି । ଦୁର୍ଘଟଣା ଘଟିଥିବା ସ୍ଥାନରେ ସଂସ୍ଥା ତରଫରୁ କୌଣସି ଅଧିକାରୀ ପହଞ୍ଚି ପାରିନଥିଲେ । ପରିବାର ଲୋକଙ୍କୁ କୌଣସି ଖବର ବି ଦେଇନଥିଲେ ।ସେପଟେ ଘଟଣାସ୍ଥଳରେ ପଶ୍ଚିମବଙ୍ଗ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିଥିଲା । ପରେ ତାଙ୍କର ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା । ଏପଟେ କ୍ଷତିପୁରଣ ଦାବିରେ ପରିବାର ଲୋକେ OSRTC କାର୍ଯ୍ୟାଳୟ ସାମ୍ନାରେ ଧାରଣାରେ ବସିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking