19.1 C
Bhubaneswar
Monday, December 8, 2025
Homeଓଡିଶାଯାତ୍ରା ଟିକେଟର ଅହେତୁକ ମୂଲ୍ୟ ବୃଦ୍ଧିକୁ ବିରୋଧ

ଯାତ୍ରା ଟିକେଟର ଅହେତୁକ ମୂଲ୍ୟ ବୃଦ୍ଧିକୁ ବିରୋଧ

ଭଦ୍ରକ: ପୁଣି ବିବାଦ ଘେରରେ ଯାତ୍ରା । ଏଥର ମଞ୍ଚ ବାହାରୁ ହୋଇଛି ବିରୋଧ । ଯାତ୍ର ଟିକେଟର ଅହେତୁକ ମୂଲ୍ୟ ବୃଦ୍ଧିକୁ ବିରୋଧ କରି ମେଳି ହୋଇଛନ୍ତି ଯାତ୍ରା କମିଟି ସୁରକ୍ଷା ମଞ୍ଚ । ଭଦ୍ରକ ନେହେରୁ ଷ୍ଟାଡିୟମରେ  ଏକଜୁଟ   ହୋଇଛନ୍ତି ୩୦ରୁ ଅଧିକ ଯାତ୍ରା କମିଟି । ଆସନ୍ତା ୧୭ ତାରିଖରେ ରାଜ୍ୟ କାଯ୍ୟ କାରିଣୀ ପାଇଁ ପ୍ରସ୍ତୁତି  ସରିଛି । ଯାତ୍ରା ପରିବେଶଣ ପାଇଁ ଯାତ୍ରା କମିଟିଗୁଡିକ ବହୁ କ୍ଷତି ସହିଥିବା କହିଛନ୍ତି । ଯାତ୍ରା ଟିକେଟର ଅହେତୁକ ବୃଦ୍ଧି  ଯାତ୍ରା ପ୍ରେମୀଙ୍କୁ ନିରାଶ କରିବା ସହ କମିଟିକୁ କ୍ଷତି ସହିଛି । ପୂର୍ୱରୁ ମାଲିକ ସଂଘ ସହ ଆଲୋଚନା  ହୋଇଥିଲେ  ମଧ୍ୟ ଚଳିତ ଯାତ୍ରା ଋତୁରେ କମିଟିର ଦାବି ପୂରଣ ହୋଇପାରିନାହିଁ । ଟିକେଟର ମୂଲ୍ୟ ଅତି ବେଶୀରେ ୧୦୦ ଟଙ୍କା ୧୫୦ ଟଙ୍କା ଏବଂ ୨୦୦ ଟଙ୍କା ମଧ୍ୟରେ  ସୀମୀତ ରଖିବାକୁ କମିଟି ଦାବି କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking