21.1 C
Bhubaneswar
Thursday, February 5, 2026
Homeଓଡିଶାଇଣ୍ଟରନେଟ୍ କଟକଣା ୨୪ ଘଣ୍ଟା ବୃଦ୍ଧି ପ୍ରସ୍ତାବ

ଇଣ୍ଟରନେଟ୍ କଟକଣା ୨୪ ଘଣ୍ଟା ବୃଦ୍ଧି ପ୍ରସ୍ତାବ

କଟକ: କଟକରେ ଇଣ୍ଟରନେଟ୍ କଟକଣା ଆଉ ୨୪ ଘଣ୍ଟା ବୃଦ୍ଧି ପାଇଁ ପ୍ରସ୍ତାବ ଦିଆଯାଇଛି । ରାଜ୍ୟ ସରକାରଙ୍କୁ ଜିଲ୍ଲା ପ୍ରଶାସନ ପ୍ରସ୍ତାବ ଦେଇଛନ୍ତି । ଚୂଡାନ୍ତ ନିଷ୍ପତ୍ତି ହୋଇନାହିଁ । ଏନେଇ ସୂଚନା ଦେଲେ କଟକ ଅତିରିକ୍ତ ଜିଲ୍ଲାପାଳ । ଆଜି ସଂଧ୍ୟା ୭ଟାରେ ସରୁଛି ଇଣ୍ଟରନେଟ୍ କଟକଣା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking