28.1 C
Bhubaneswar
Saturday, May 3, 2025
Homeଓଡିଶାଓପିଏସ ସ୍ତରରେ ପଦୋନ୍ନତି

ଓପିଏସ ସ୍ତରରେ ପଦୋନ୍ନତି

ଭୁବନେଶ୍ୱର: ଓପିଏସ ସ୍ତରରେ ପଦୋନ୍ନତି । ଆଜି ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୧୧ ଜଣ ପୋଲିସ ଅଧିକାରୀଙ୍କ ପଦୋନ୍ନତି ହୋଇଛି ।
୧. ସମ୍ପତକୁମାର ଦାସ- ଡିଏସପି, ସିଆଇଡି, ସିବି, କଟକ
୨. ବିଭୁତି ଭୁଷଣ ମହାପାତ୍ର- ଏସିପି , କମିଶନରେଟ ପୋଲିସ
୩. ସୁବ୍ରତ କୁମାର- ଏସିପି , କମିଶନରେଟ ପୋଲିସ
୪. ଅମ୍ବିତ ମହାନ୍ତି- ଏସଡିପିଓ ପାନପୋସ
୫. ଉପାସନା ପାଢୀ- ଏସିପି , କମିଶନରେଟ ପୋଲିସ
୬. ସଚିନ ପଟେଲ- ଏସଡିପିଓ, ମାଲକାନଗିରି
୭. ଶ୍ରାବଣୀ ନାୟକ- ଏସଡିପିଓ, କୋରାପୁଟ ସଦର
୮. ରଶ୍ମିରଞ୍ଜନ ସେନାପତି- ଏସଡିପିଓ,କେଶିଙ୍ଗା
୯. ସମ୍ବିତ କୁମାର ମାଝୀ- ଡିଏସପି, ଭଦ୍ରକ
୧୦. ସୌମ୍ୟ ରଞ୍ଜନ ମଲ୍ଲିକ- ଏସଡିପିଓ ଆର. ଉଦୟଗିରି
୧୧. ମିନାକ୍ଷୀ ଠାକୁର- ଏସଡିପିଓ ପାପଡାହାଣ୍ଡି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking