28.1 C
Bhubaneswar
Sunday, September 8, 2024
Homeଓଡିଶା୩୧ ଜଣ ଅନୁ-ସଚିବଙ୍କ ପଦୋନ୍ନତି

୩୧ ଜଣ ଅନୁ-ସଚିବଙ୍କ ପଦୋନ୍ନତି

ଭୁବନେଶ୍ୱର : ୩୧ ଜଣ ଅନୁ-ସଚିବଙ୍କୁ ଉପ-ସଚିବ ଭାବେ ପଦୋନ୍ନତି କରାଯାଇଛି । ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଜାରି ବିଜ୍ଞପ୍ତି ଅନୁସାରେ..
୧)ପାଣ୍ଡୁରାମ ସିଂହ – ପିଇ ବିଭାଗ – ଏଚ୍ ଏବଂ ୟୁଡି ବିଭାଗ
୨)ମନୋଜ କୁମାର ସିହ -ଅର୍ଥ ବିଭାଗ – ଏସ୍‌ଟି ଏବଂ ଏସ୍‌ସି ବିଭାଗ
୩) କିଶେଶାର କୁମାର ନାୟକ – ଏଫ୍ ଏବଂ ଏସ୍ ସିଡବ୍ଲୁ ବିଭାଗ – ଏଫ୍ ଏବଂ ଏସ୍ ସିଡବ୍ଲୁ ବିଭାଗ
୪) ଧୀରେନ୍ଦ୍ର ପ୍ରଧାନ – ଏମ୍‌ଏସ୍ ଏବଂ ଏମ୍‌ଇ ବିଭାଗ – ଏମ୍‌ଏସ୍ ଏବଂ ଏମ୍‌ଇ ବିଭାଗ
୫) ସୁଶଶନ୍ତ କୁମାର ମହାନ୍ତି – ସୂଚନା ଓ ଲୋକସମ୍ପର୍କ ବିଭାଗ – ଆଇନ୍ ବିଭାଗ
୬)ଚକ୍ରଧର ବିଶ୍ୱାଳ – ଗୃହ(ଏଲ୍‌ଆର୍‌) ବିଭାଗ – ଗୃହ ବିଭାଗ
୭) ଅଜୟ କୁଣ୍ଡୁ – ଇସ୍ପାତ ଓ ଖଣି ବିଭାଗ – ପିଏ ବିଭାଗ
୮) ବିଶ୍ୱଜିତ୍ ଶତପଥୀ – ରାଜସ୍ୱ ଏବସ ଡିଏମ୍ ବିଭାଗ – ଗୃହ(ନିର୍ବାଚନ) ବିଭାଗ
୯) ଶୁଭ୍ରାଂସୁ ଶେଖର ମିଶ୍ର – ପିଆର୍ ଏବଂ ଡିଡବ୍ଲୁ ବିଭାଗ – ବିଜ୍ଞାପନ ବିଭାଗ
୧୦) ସୁବ୍ରତ କୁମାର ପଣ୍ଡା – ଗୃହ(ଏଲ୍‌ଆର୍‌) ବିଭାଗ – ଗୃହ(ଏଲ୍‌ଆର୍‌) ବିଭାଗ
୧୧) ଧୀରେନ୍ କୁମାର ଓଝା – ଆର୍‌ଡି ବିଭାଗ – ଆର୍‌ଡି ବିଭାଗ
୧୨) ହିମୋଜ ସଂକର ବେହୁରା – ଜିଏ ଏବଂ ପିଜି ବିଭାଗ – ଜିଏ ଏବଂ ପିଜି ବିଭାଗ
୧୩) ଅଶେଶକ ମୁମାର ଦୀକ୍ଷିତ – ଅର୍ଥ ବିଭାଗ – ଅର୍ଥ ବିଭାଗ
୧୪) ନିମାଇ ଚରଣ ସୁତାର – ସହଯୋଗୀ ବିଭାଗ – ସହଯୋଗୀ ବିଭାଗ
୧୫) ଏମ୍‌ଡି. ରାଜିବ ସକିଲ୍ – ଡବ୍ଲୁଆର୍ ବିଭାଗ – ଡବ୍ଲୁଆର୍ ବିଭାଗ
୧୬) ସଂଜୟ ଆନ୍ଦ କୁମାର ତ୍ରିପାଠୀ – ପିଏ ବିଭାଗ – ସି ଏବଂ ଟି ବିଭାଗ
୧୭) ମହେନ୍ଦ୍ର କୁମାର ପଣ୍ଡା – ଏସ୍ ଏବଂ ଏମ୍‌ଇ ବିଭାଗ – ଏସ୍ ଏବଂ ଏମ୍‌ଇ ବିଭାଗ
୧୮) ଗୋପବନ୍ଧୁ ଆଚାର୍ଯ୍ୟ – ଏମ୍‌ଏସ୍ ଏବଯ ଏମ୍‌ଇ ବିଭାଗ – ଏଚ୍ ଏବଂ ଏଫ୍‌ଡବ୍ଲଉ ବିଭାଗ
୧୯) ଗିରୀଧାରୀ ନାୟକ – ଡବ୍ଲୁଆର୍ ବିଭାଗ – କୃଷି ଓ ଏଫ୍‌ଇ ବିଭାଗ
୨୦) କେ.ରବି କୁମାର – ଗୃହ ବିଭାଗ – ଗୃହ ବିଭାଗ
୨୧) ଅଶୋକ କୁମାର ସାହୁ – ଏମ୍‌ଏସ୍ ଏବଂ ଏମ୍‌ଇ ବିଭାଗ – ଏଚ୍ ଏବଂ ୟୁଡି ବିଭାଗ
୨୨) ଶିବ ନାରାୟଣ ମହାପାତ୍ର – ଉଚ୍ଚଶିକ୍ଷା ବିଭାଗ – ଉଚ୍ଚଶିକ୍ଷା ବିଭାଗ
୨୩) ପ୍ରଭାବକର ବେହେରା – ପର୍ଯ୍ୟଟନ୍ ବିଭାଗ – ପର୍ଯ୍ୟଟନ ବିଭାଗ
୨୪) କୃତିବାସ ପରିଡ଼ା – ଏଫ୍‌ଇ ଏବଂ ସିସି ବିଭାଗ – ଏଫ୍‌ଇ ଏବଂ ସିସି ବିଭାଗ
୨୫) ବହେଶ୍ୱର ଦାସ – ଏସ୍‌ଟି ଏବଂ ଏସ୍‌ସି ବିଭାଗ – ଏସ୍‌ଟି ଏବଂ ଏସ୍‌ସି ବିଭାଗ
୨୬) ସୁକାନ୍ତ କୁମାର ଦାସ – ଏସ୍ ଏବଂ ଏମ୍‌ଇ ବିଭାଗ – ପି ଏବଂ ସି ବିଭାଗ
୨୭) ବନମାଳୀ ବେହେରା – ଆର୍‌ଡି ବିଭାଗ – ଆର୍‌ଡି ବିଭାଗ
୨୮) ମହେନ୍ଦ୍ର କୁୁମାର ସେଠୀ – ଜିଏ ଏବଂ ପିଜି ବିଭାଗ – ପିଆର୍ ଏବଂ ଡିଡବ୍ଲୁ ବିଭାଗ
୨୯) ସହେଦେବ ଖଟୁଆ – ଅର୍ଥ ବିଭାଗ – ଏଚ୍‌ଟି ଏବଂ ଏଚ୍ ବିଭାଗ
୩୦) ନରୋତମ ଦାସ – ଏଲ୍ ଏବଂ ଇଏସ୍‌ଆଇ ବିଭାଗ – ଏଫ୍ ଏବଂ ଏଆର୍‌ଡି ବିଭାଗ
୩୧) ମୁରଲୀ ଧର ସେଠୀ – ଶିଳ୍ପ ବିଭାଗ – ଶିଳ୍ପ ବିଭାଗ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking