22.1 C
Bhubaneswar
Friday, December 5, 2025
Homeଓଡିଶାତାମିଲ ଠିକାଦାରଙ୍କ ପାଇଁ  ପ୍ରକଳ୍ପ ବିଳମ୍ବ: ମନ୍ତ୍ରୀ

ତାମିଲ ଠିକାଦାରଙ୍କ ପାଇଁ  ପ୍ରକଳ୍ପ ବିଳମ୍ବ: ମନ୍ତ୍ରୀ

ଭୁବନେଶ୍ୱର: ତାମିଲନାଡୁର ୧୭ ଠିକାଦାରଙ୍କୁ ମେଗା ପାନୀୟ ଜଳ ପ୍ରକଳ୍ପ କାମ ଦିଆଯାଇଛି । ଏନେଇ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ  ସୂଚନା ଦେଇଛନ୍ତି । ଏବେ ସୁଦ୍ଧା ୨୫ଟି ପ୍ରକଳ୍ପ ଶେଷ ହୋଇଥିବା ବେଳେ ୬୬ ପ୍ରକଳ୍ପର ୯୦ ପ୍ରତିଶତ କାମ ଶେଷ ହୋଇଛି । ହଜାର ହଜାର କୋଟି ଟଙ୍କାର ପ୍ରକଳ୍ପ  ତାମିଲନାଡୁର ୧୭ ଠିକାଦାରଙ୍କୁ ଦିଆଯାଇଛି ।  ପୂର୍ବ ସରକାର ୩୫ ହଜାର କୋଟି ଟଙ୍କାରେ  ୨୦୭ ପ୍ରକଳ୍ପ ଘୋଷଣା କରିଥିଲେ । ହେଲେ କାମ ଆରମ୍ଭ  ନହେଉଣୁ ଠିକାଦାରଙ୍କୁ ଆଗୁଆ ପେମେଣ୍ଟ ଦିଆଯାଇଛି । ଭିଜିଲାନ୍ସ ତଦନ୍ତ ପାଇଁ ବାଚସ୍ପତିଙ୍କ ରୁଲିଂ ଦାବି କଲେ ବିଧାୟିକା ସୋଫିଆ ଫିର୍ଦ୍ଦୋଶ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking