31.1 C
Bhubaneswar
Friday, February 6, 2026
Homeଓଡିଶାରଥଯାତ୍ରା ପାଇଁ ଆରମ୍ଭ ହେଲା ପ୍ରକ୍ରିୟା

ରଥଯାତ୍ରା ପାଇଁ ଆରମ୍ଭ ହେଲା ପ୍ରକ୍ରିୟା

ପୁରୀ: ୨୦୨୬ ରଥଯାତ୍ରା ପାଇଁ ଆରମ୍ଭ ହେଲା ପ୍ରକ୍ରିୟା। ରଥ ତତ୍ତ୍ୱାବଧାରକଙ୍କ ନେତୃତ୍ୱରେ ନୟାଗଡ଼ ଗଲେ ପ୍ରତିନିଧି ଦଳ। ଦଶପଲ୍ଲା ରେଞ୍ଜ ବଡ଼ମୂଳର ବଡ଼ରାଉଳ ଠାକୁରାଣୀଙ୍କ ମନ୍ଦିରକୁ ଯାତ୍ରା କଲେ। ମଙ୍ଗଳବାର ଦିନ, ମନ୍ଦିରରେ ପୂଜା-ଅର୍ଚ୍ଚନା ପରେ, ଶହ ଶହ ବର୍ଷ ଧରି ଚାଲି ଆସୁଥିବା ପରମ୍ପରାକୁ ଜାରି ରଖି ଦେବୀଙ୍କ ସମ୍ମତିରେ ରଥ କାଠର ଆନୁଷ୍ଠାନିକ କଟା ଆରମ୍ଭ ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking