19.1 C
Bhubaneswar
Saturday, December 13, 2025
Homeଦେଶ ବିଦେଶପ୍ରୋ- ହକି ଲିଗ୍ : ଟିମ ଇଣ୍ଡିଆ ଘୋଷଣା

ପ୍ରୋ- ହକି ଲିଗ୍ : ଟିମ ଇଣ୍ଡିଆ ଘୋଷଣା

ନୂଆଦିଲ୍ଲୀ : ପ୍ରୋ ହକି ଲିଗ ପାଇଁ ଭାରତୀୟ ଦଳ ଘୋଷଣା କରିଛନ୍ତି । ଦଳର ନେତୃତ୍ୱ ନେବେ ହରମନ ପ୍ରୀତ ସିଂ । ଟିମ ଇଣ୍ଡିଆରେ ୩ ଓଡିଆଙ୍କୁ ମିଳିଲା ସ୍ଥାନ । ଅମିତ ରୋହିଦାସ, ନୀଲମ ସଞ୍ଜିପ ଓ ଶୀଲାନନ୍ଦ ଲାକ୍ରା ।  ୧୫ ଫେବୃଆରୀରୁ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking