ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚରେ ଓଡିଶଆ ଆସିବେ ପ୍ରିୟଙ୍କା ଗାନ୍ଧିଭଦ୍ରା । ଏନେଇ ସୂଚନା ଦେଲେ ପିସିସି ସଭାପତି ଭକ୍ତ ଚରଣ ଦାସ । ସୂଚନା ଦେଇ ସେ କହିଛନ୍ତି ଯେ ରାଜ୍ୟରେ ବଡ ମହିଳା ସମାବେଶକୁ ସମ୍ବୋଧନ କରିବେ ପ୍ରିୟଙ୍କା । ରାଜ୍ୟର ୧୦ଟି ଜିଲ୍ଲାରେ ମହିଳା ସମାବେଶ କରିବ କଂଗ୍ରେସ । ରାହୁଲଙ୍କୁ ଆଣି ଆଉ ଏକ ସମାବେଶ କରିବ କଂଗ୍ରେସ ।










