21.1 C
Bhubaneswar
Saturday, February 7, 2026
Homeଓଡିଶାବସ ଧର୍ମଘଟ ଚେତାବନୀ ଦେଲା ଘରୋଇ ବସ ମାଲିକ ସଂଘ

ବସ ଧର୍ମଘଟ ଚେତାବନୀ ଦେଲା ଘରୋଇ ବସ ମାଲିକ ସଂଘ

ଭୁବନେଶ୍ୱର: ବସ ଧର୍ମଘଟ ଚେତାବନୀ ଦେଲା ଘରୋଇ ବସ ମାଲିକ ସଂଘର ସମ୍ପାଦକ ଦେବେନ୍ଦ୍ର ସାହୁ । ଡିସେମ୍ବର ୧ରୁ ପୋଲିସକୁ ଗାଡି ଯାଞ୍ଚ ଅଧିକାର ମିଳିଲେ ଧର୍ମଘଟ କରିବୁ । ଯେବେଠୁ  ସରକାର ଯାଞ୍ଚ  ଅଧିକାର  ଦେବେ  ସେବେଠୁ  ଆନ୍ଦୋଳନ କହିଲେ । ପୋଲିସକୁ ମୋଟର ଯାନ ଯାଞ୍ଚ ଅଧିକାର ଦେଇଛନ୍ତି ରାଜ୍ୟ ସରକାର । ଯଦିଓ ବିଧିବଦ୍ଧ ଭାବେ ନୋଟିସ ଜାରି ହୋଇନି କିନ୍ତୁ ଚେତାବନୀ ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking