31.1 C
Bhubaneswar
Saturday, February 7, 2026
Homeଓଡିଶାଚୌଦ୍ୱାର ଜେଲରେ ବନ୍ଦୀର ମୃତ୍ୟୁ

ଚୌଦ୍ୱାର ଜେଲରେ ବନ୍ଦୀର ମୃତ୍ୟୁ

କଟକ: କଟକ ଟୌଦ୍ୱାର ଜେଲରେ ବିଚାରଧୀନ ବନ୍ଦୀର ମୃତ୍ୟୁବରଣ ଘଟିଛି । ଆଜୀବନ ସଜା କାଟୁଥିବା କଏଦୀର ଆତ୍ମହତ୍ୟା । ଜେଲ ପରିସର ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର । ମୃତକ ଜରିପଡା ପଞ୍ଚାୟତ ସାମନ୍ତରାପୁର ଗାଁର ବିଷ୍ଣୁ ପ୍ରସାଦ ସ୍ୱାଇଁ ବୋଲି ସୂଚନା ମିଳିଛି । ହତ୍ୟା ମାମଲାରେ ଜେଲରେ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking