25.1 C
Bhubaneswar
Monday, December 8, 2025
Homeଓଡିଶାକାରାଗାରରେ କଏଦୀ କଲେ ଆତ୍ମହତ୍ୟା

କାରାଗାରରେ କଏଦୀ କଲେ ଆତ୍ମହତ୍ୟା

ପୁରୀ: ପୁରୀ ଜିଲା କାରାଗାରରେ ଜଣେ କଏଦୀ ଆତ୍ମହତ୍ୟା କରିଛନ୍ତି। କଏଦୀ ଜଣକ ବେକରେ ଗାମୁଛା ଲଗାଇ ଝୁଲି ପଡ଼ିଥିବା ଜଣାପଡ଼ିଛି। ତେବେ ମୃତକ ଜଣକ ପିପିଲିର ବୁଲୁ ବେହେରା। ହେସ ଜୁଲାଇରୁ ଜେଲ୍‌ରେ ଥିଲେ। ପୋକ୍ସୋ ମାମଲାରେ ଗିରଫ ହୋଇ ସଜା କାଟୁଥିଲେ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking