14.1 C
Bhubaneswar
Sunday, December 7, 2025
Homeଓଡିଶାଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭୁବନେଶ୍ୱର: ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟ ସରକାରଙ୍କ ବର୍ଷେ ପୂର୍ତ୍ତିରେ ସାମିଲ ହେବେ । ଏବଂ ରାଜ୍ୟ ସ୍ତରୀୟ କାଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୧୧ କିମ୍ବା ୧୨ ତାରିଖରେ ଆସିପାରନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ୧୨ ତାରିଖରେ ମୋହନ ସରକାରକୁ ପୁରୁଛି ବର୍ଷେ । ପ୍ରଥମ କରି ଭାରତୀୟ ଜନତା ପାର୍ଟି ସରକାର ଗଢିଛି । ଜନତା ମଇଦାନରେ ହେବ ବର୍ଷପୂର୍ତ୍ତି କାଯ୍ୟକ୍ରମ । ୧୧ରୁ ୧୩ ତାରିଖ ଯାଏଁ ଚାଲିବ କାଯ୍ୟକ୍ରମ । ବିଜେପି ନିର୍ୱାଚନ ବେଳେ ପ୍ରତିଶ୍ରୁତି ଦେଇଥିବା କେତେ ପ୍ରତିଶତ ପୂରଣ ହୋଇଛି ତାହା ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking