25.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶରାଜସ୍ଥାନ ବିକାନେରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ରାଜସ୍ଥାନ ବିକାନେରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ରାଜସ୍ଥାନ: ରାଜସ୍ଥାନ ବିକାନେରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୨୬  ହଜାର କୋଟିର ପ୍ରକଳ୍ପ ଶିଳାନ୍ୟାସ, ଲୋକାର୍ପଣ କଲେ । ବିକଶିତ ଭାରତ ଗଠନ ପାଇଁ ଆହ୍ୱାନ ଦେଲେ । ପୂର୍ୱ, ପଶ୍ଚିମ, ଉତ୍ତର, ଦକ୍ଷିଣ ପ୍ରାନ୍ତର ବିକାଶ ନେଇ ତଥ୍ୟ ରଖିଲେ । ସାରା ଦେଶରେ ୧୩ ଶହ ଷ୍ଟେସନର ଆଧୁନିକୀକରଣ ହୋଇଛି । ବିଶେଷକରି ରାଜସ୍ଥାନର ବିକାଶ ନେଇ ବିସ୍ତୃତ ତଥ୍ୟ ରଖିଲେ । ରାଜସ୍ଥାନ ସୀମାନ୍ତରେ ୧୧ ବର୍ଷରେ ବ୍ୟୟ ହୋଇଛି ୧୭ ହଜାର କୋଟି ।  ପିଏମ ସୂଯ୍ୟଘର ଯୋଜନାରେ ରାଜସ୍ଥାନର ୪୦ ହଜାର ଯୋଡି ହୋଇଛନ୍ତି । ଏହି ଲୋକମାନଙ୍କର ବିଜୁଳି ଖର୍ଚ୍ଚ ଶୂନ  ହୋଇ ସାରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking