24.1 C
Bhubaneswar
Friday, March 6, 2026
Homeଦେଶ ବିଦେଶଦୁଇ ଦିନିଆ ରୁଷ୍ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି

ଦୁଇ ଦିନିଆ ରୁଷ୍ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଠାରୁ ଦୁଇ ଦିନିଆ ରୁଷ୍ ଗସ୍ତରେ ଯିବେ। ଏହି ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ମୋଦୀ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହିତ ୨୨ତମ ଭାରତ-ରୁଷ୍ ବାର୍ଷିକ ସମ୍ମିଳନୀରେ ଯୋଗଦେବେ। ପୁଟିନଙ୍କ ନିମନ୍ତ୍ରଣ କ୍ରମେ ମୋଦୀ ରୁଷ୍ ଗସ୍ତ କରୁଛନ୍ତି। ୨୦୨୨ରୁ ରୁଷ୍-ୟୁକ୍ରେନ ଯୁଦ୍ଧ ଲାଗି ରହିଥିବାବେଳେ ମୋଦୀଙ୍କ ଗସ୍ତ ଚର୍ଚ୍ଚାରେ ରହିଛି। ରୁଷ୍ ଗସ୍ତରୁ ଫେରିବା ବାଟରେ ମୋଦୀ ଅଷ୍ଟ୍ରିଆ ଗସ୍ତ କରିବେ। ଯାହା ଦୀର୍ଘ ୪୧ବର୍ଷ ପରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଅଷ୍ଟ୍ରିଆ ଗସ୍ତ। ମୋଦୀ ତାଙ୍କ ଆଗାମୀ ଅଷ୍ଟ୍ରିଆ ଗସ୍ତକୁ ଐତିହାସିକ ବୋଲି କହିଛନ୍ତି। ଅଷ୍ଟ୍ରିଆ ଚାନ୍ସେଲର କାର୍ଲ ନେହାମର କହିଛନ୍ତି ଯେ ମୋଦୀଙ୍କ ଗସ୍ତ ଦୁଇ ଦେଶର ସମ୍ପର୍କକୁ ମଜଭୁତ କରିବ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking