16.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶଅଯୋଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦି

ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଅଯୋଧ୍ୟା ଶ୍ରୀରାମ ମନ୍ଦିର ଧ୍ୱଜାରୋହଣ ସମାରୋହ ।  ଶ୍ରୀରାମ ଜନ୍ମଭୁମି ତୀର୍ଥକ୍ଷେତ୍ର ଶିଖରରେ ଲାଗିବ ଧର୍ମଧ୍ୱଜା । ଶ୍ରୀରାମ ମନ୍ଦିର ଚୂଡାରେ ଉଡିବ ଗେରୁଆ ରଙ୍ଗର ପତାକା । ପତାକାରେ ରହିଛି ଉଜ୍ଜ୍ୱଳ ସୂର୍ଯ୍ୟ ଓ ଲେଖାଯାିଛି ଓମ । ଧର୍ମଧ୍ୱଜା ସ୍ଥାପନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୁନା ଖଚିତ ସ୍ୱତନ୍ତ୍ର ବସ୍ତ୍ରରେ ଝଲସୁଛନ୍ତି ରାମ ଲଲ୍ଲା ।  ହଳଦିଆ ବସ୍ତ୍ର ଉପରେ ପଶ୍ମିନା ଶାଲ ପିନ୍ଧିଛନ୍ତି ପ୍ରଭୁ ।  ମାର୍ଗଶୀର ମାସ ଶୁକ୍ଳପକ୍ଷ ପଞ୍ଚମୀରେ ଧ୍ୱଜାରୋହଣ ହେବ ।  ରାମସୀତାଙ୍କ ବିବାହ ପଞ୍ଚମୀରେ  ଧର୍ମଧ୍ୱଜା ସ୍ଥାପନା  ହେବ । ଧର୍ମଧ୍ୱଜାର ଉଚ୍ଚତା ୧୦ ଫୁଟ ଓ ଲମ୍ବ ୨୦ ଫୁଟ । ଦକ୍ଷିଣ କୋଣ ତ୍ରିକୋଣୀୟରେ ସ୍ୱତନ୍ତ୍ର ପତାକା ତିଆରି ହୋଇଛି ।  ଧର୍ମଧ୍ୱଜାରେ ରହିଛି କୋବିଦାରା ଗଛର ପ୍ରତିଛବି । ମର୍ଯ୍ୟାଦା, ଏକତା ଓ ସଂସ୍କୃତିର ବାର୍ତ୍ତାବହ ହେଉଛି ଧର୍ମଧ୍ୱଜା । ଧର୍ମଧ୍ୱଜା ସ୍ଥାପନା ପାଇଁ ଅଯୋଧ୍ୟାରେ ପହଞ୍ଚିଲେ ମୋଦି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking