ନୂଆଦିଲ୍ଲୀ: ବିହାର ନିର୍ବାଚନରେ ପ୍ରଚାର ମୈଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏନଡିଏ ପ୍ରାର୍ଥୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ କ୍ୟାମ୍ପେନ। ସମସ୍ତିପୁରରେ ବିଶାଳ ଜନସଭାରେ ପିଏମ ସାମିଲ ହୋଇ ସମ୍ବୋଧନ କରିଛନ୍ତି । କହିଛନ୍ତି, ବିହାରରେ ପୁଣିଥରେ ଏନଡିଏ ସରକାର । ବିହାର କହୁଛି ପୁଣି ଥରେ ସୁଶାନ ସରକାର । ମହାଗଠବନ୍ଧନକୁ କଡା ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଜଙ୍ଗଲରାଜ ସୃଷ୍ଟି କରିଥିବା ଲୋକଙ୍କ ଦୂରରେ ରଖିବେ ବିହାରବାସୀ । ଚାକିରି ନାଁରେ ଜମି ଦୁର୍ନୀତିରେ ସଂପୃକ୍ତ ଆରଜେଡି ନେତା । କୋଟି କୋଟି ଟଙ୍କାର ନ୍ର୍ୀତି ମାମଲାରେ ଏମାନେ ଜାମିନରେ ଅଛନ୍ତି । ଦଳିତ, ଅରିପଛୁଆବର୍ଗଙ୍କୁ ପ୍ରାଥମିକତା ଆମର ଲକ୍ଷ୍ୟ ।










