27.1 C
Bhubaneswar
Tuesday, July 15, 2025
Homeଓଡିଶାବଦଳିଲା ପ୍ରାଥମିକ ଶିକ୍ଷକ ବଦଳି କ୍ୟାଲେଣ୍ଡର

ବଦଳିଲା ପ୍ରାଥମିକ ଶିକ୍ଷକ ବଦଳି କ୍ୟାଲେଣ୍ଡର

ଭୁବନେଶ୍ୱର: ପୁଣି ବଦଳିଲା ପ୍ରାଥମିକ ଶିକ୍ଷକ ବଦଳି କ୍ୟାଲେଣ୍ଡର । ଚିଠି ଲେଖି ସମସ୍ତ ଡିଇଓ ଓ ବିିଇଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜୁଲାଇ ୨୫ ସୁଦ୍ଧା ଶେଷ ହେବ ଶିକ୍ଷକଙ୍କ ବଦଳି । ଜୁନ ୭ ବଦଳି ଆବେଦନର ଶେଷ ତାରିଖ ରହିଛି । ଓସେପାକୁ ଚିଠି ଲେଖିଲା ଡିଇଇଓ ।  ଜିଲ୍ଲା ଭିତରେ ଓ ଜିଲ୍ଲା ବାହାରେ ବଦଳି ପାଇଁ ଆବେଦନ ହେବ ।ଜୁଲାଇ  ୧୮ରେ ବଦଳି ତାଲିକା ଦେଖି ହେବ । ଓସେପା ୱେବସାଇଟରେ ତାଲିକା ଉପଲବ୍ଧ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking