ଭୁବନେଶ୍ୱର : ଅସର ଧରାଇ ଦେଲା ପାଠପଢାର ଅସଲ ମାନ । ପାଠରେ ପଛୁଆ ହେଉଛନ୍ତି ପ୍ରାଥମିକ ସ୍କୁଲ ପିଲା । ୬୦ ପ୍ରତିଶତ ୩ୟ ଶ୍ରେଣୀ ପିଲା , ୨ୟ ଶ୍ରେଣୀ ପାଠ ପଢିବାକୁ ଅସମର୍ଥ । ଡିଜିଟାଲ ପାଠରେ ଆଗୁଆ । ଡିଜିଟାଲ ସାକ୍ଷରତାରେ ଆଗୁଆ ଓଡିଶାର ପିଲା । ୧୪ରୁ ୧୬ ବର୍ଷର ପିଲାଙ୍କୁ ଜଣା ସ୍ମାର୍ଟ ଫୋନ ବ୍ୟବହାର । ସ୍ମାର୍ଟଫୋନ ବ୍ୟବହାର କରିଜାଣନ୍ତି ୮୦% ପିଲା । ୭୭.୬ % ପିଲା ବ୍ୟବହାର କରୁଛନ୍ତି ସୋସିଆଲ ମିଡିଆ । ୭୧.୪% ପିଲାଙ୍କୁ ଜଣା ଇଣ୍ଟରନେଟ ବ୍ରାଉଜିଂ ।










