26.1 C
Bhubaneswar
Tuesday, April 15, 2025
Homeଓଡିଶାପୂର୍ବ ସରକାର ଆକ୍ସନ ନେଲେନି: କୁସୁମ

ପୂର୍ବ ସରକାର ଆକ୍ସନ ନେଲେନି: କୁସୁମ

ସୁନ୍ଦରଗଡ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ପୂର୍ୱତନ ବିଧାୟିକା କୁସୁମ ଟେଟେ । ସୁନ୍ଦରଗଡ ହେମଗିରି କୋଇଲା ଖଣିରୁ ଚେରି ସମ୍ପର୍କରେ ଚିଠି ଲେଖିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଚିଠି ପ୍ରସଙ୍ଗରେ  କୁସୁମ ଟେଟେ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି , କୋଇଲା ଖଣି ସମ୍ପର୍କରେ  ପୂର୍ୱ ସରକାରଙ୍କୁ ଜଣାଇଥିଲି । ଅଭିଯୋଗ ପରେ ବି ପୂର୍ୱ ବିଜେଡି ସରକାର ଆକ୍ସନ ନେଲେନି କହିଛନ୍ତି କୁସୁମ । ପୂର୍ୱ ସରକାରରେ ଖଣି ଚୋରି କରି ନେତା ଓ କର୍ମୀ  ମାଲେମାଲ ହୋଇଛନ୍ତି । ନୂଆ ସରକାର  ଆସିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛି । ତଦନ୍ତ କରି ସମସ୍ତଙ୍କୁ କଠୋର ଦଣ୍ଡ ଦିଆଯାଉ କହିଛନ୍ତି କୁସୁମ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking