28.1 C
Bhubaneswar
Thursday, February 5, 2026
Homeଓଡିଶାଜାତୀୟ ପ୍ରତୀକ ଅପବ୍ୟବହାର ରୋକ: ହାଇକୋର୍ଟ

ଜାତୀୟ ପ୍ରତୀକ ଅପବ୍ୟବହାର ରୋକ: ହାଇକୋର୍ଟ

କଟକ: ଜାତୀୟ ପ୍ରତୀକ ଅପବ୍ୟବହାର ରୋକିବା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଜାତୀୟ ପ୍ରତୀକର ତ୍ରୁଟିପୂର୍ଣ୍ଣ ବ୍ୟବହାର ସମ୍ପର୍କରେ ପିଆଇଏଲ ଉପରେ ନିର୍ଦ୍ଦେଶ ଦେଇଛନ୍ତି । ଅପବ୍ୟବହାର ରୋକିବା ପାଇଁ ହାଇକୋର୍ଟ କଡା ନିର୍ଦ୍ଦେଶ ଦେଇଛନ୍ତି । ୫ଟି ବିଭାଗର ବରିଷ୍ଠ ଅଧିକାରୀଙ୍କୁ ନେଇ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଅପବ୍ୟବହାର ସମ୍ପର୍କରେ ଅଭିଯୋଗ ପାଇଁ ସ୍ୱତନ୍ତ୍ର ପୋର୍ଟାଲ ଖେଲାଯିବ । ଅଭିଯୋଗର ୬ ସପ୍ତାହ ମଧ୍ୟରେ ତ୍ରୁଟି ସୁଧାରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତ୍ରୁଟି ସଂଶୋଧନ ନକଲେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking