18.1 C
Bhubaneswar
Monday, February 2, 2026
Homeଓଡିଶାରାଷ୍ଟ୍ରପତିଙ୍କ ଗସ୍ତ: ବନ୍ଦ ରହିବ ଶିମିଳିପାଳ

ରାଷ୍ଟ୍ରପତିଙ୍କ ଗସ୍ତ: ବନ୍ଦ ରହିବ ଶିମିଳିପାଳ

ମୟୁରଭଞ୍ଜ: ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ । ଫେବ୍ରୁଆରୀ ୪ରୁ ୬ ତାରିଖ ଯାଏଁ ବନ୍ଦ ରହିବ । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଶିମିଳିପାଳ ବନ୍ଦ ରହିବ । ସୂଚନାଥାଉକି,ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୫ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି।  ଫେବ୍ରୁଆରି ୪ ତାରିଖ ସକାଳ ୯ଟା ସମୟରେ ବାୟୁସେନାର ସ୍ଵତନ୍ତ୍ର ବିମାନ ଯୋଗେ ପୁରୀଜିଲ୍ଲା ତାଳବାଣିଆସ୍ଥିତ ହେଲିପ୍ଯାଡ଼୍ ଠାରୁ ଉଡାଣ ଭାରି ରାଇରଙ୍ଗପୁର ଦାଣ୍ଡବୋଷ ଏୟାର ଷ୍ଟ୍ରିପ ଠାରେ  ୧୦.୪୦ ମିନଟ ସମୟରେ ପହଞ୍ଚିବେ। ସେହିପରି ତାପର ଦିନ ୫ ଫେବୃଆରୀ ୮.୫୦ ମିନିଟ୍ ସମୟରେ ଜଳଖିଆ ଖାଇବା ପରେ ସକାଳ ୯ ଟା ସମୟରୁ ୧୨.୪୫ ମିନିଟ୍ ମଧ୍ୟରେ ରାଇରଙ୍ଗପୁର, ଶ୍ବଶୁର ଘର ଗାଁ ପାହାଡ଼ପୁର ଏବଂ ପୈତୃକ ଗ୍ରାମ ଉପରବେଡାଠାରେ ଡକୁମେଣ୍ଟରୀ  ଷ୍ଟୋରୀ କରିବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking