28.1 C
Bhubaneswar
Wednesday, February 4, 2026
Homeଦେଶ ବିଦେଶମଣିପୁରରୁ ଉଠିଲା ରାଷ୍ଟ୍ରପତି ଶାସନ

ମଣିପୁରରୁ ଉଠିଲା ରାଷ୍ଟ୍ରପତି ଶାସନ

ମଣିପୁର: ମଣିପୁରରୁ ରାଷ୍ଟ୍ରପତି ଶାସନ ପ୍ରତ୍ୟାହୃତ। ରାଷ୍ଟ୍ରପତି ଶାସନ ପ୍ରତ୍ୟାହୃତ ନେଇ ଗୃହ ମନ୍ତ୍ରାଳୟ ତରଫରୁ ବିଜ୍ଞପ୍ତି ଜାରି କରାଯାଇଛି। ହା ଉତ୍ତର-ପୂର୍ବ ରାଜ୍ୟରେ ସାମ୍ବିଧାନିକ ପ୍ରକ୍ରିୟାକୁ ଆନୁଷ୍ଠାନିକ ଭାବରେ ପୁନଃସ୍ଥାପିତ କରିଛି। ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ ହେବାର ପ୍ରାୟ ଗୋଟିଏ ବର୍ଷ ପରେ ହଟିଗଲା। ନୂତନ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ପୂର୍ବରୁ ଗୃହ ମନ୍ତ୍ରଣାଳୟ ତୁରନ୍ତ ପ୍ରଭାବରୁ ମଣିପୁରରୁ ରାଷ୍ଟ୍ରପତି ଶାସନ ପ୍ରତ୍ୟାହାର କରିବା ପାଇଁ ଏକ ବିଜ୍ଞପ୍ତି ଜାରି କରିଛି

ସୂଚନାଯୋଗ୍ୟ, ଗତକାଲି ୟୁମନାମ ଖେମଚାନ୍ଦ ସିଂହଙ୍କୁ ମଣିପୁର ବିଧାୟକ ଦଳର ନେତା ଭାବରେ ନିର୍ବାଚିତ କରାଯାଇଥିଲା। ୟୁମନାମ ଖେମଚାନ୍ଦ ସିଂହ ମଣିପୁରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ମଣିପୁରରେ ଏବେ ନୂଆ ସରକାର ଗଠନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛିଆଜି ନୂତନ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking