ଭୁବନେଶ୍ୱର: ଖୁବ୍ଶୀଘ୍ର ରାଜ୍ୟ ବିଜେପି ସଭାପତି ନାଁ ଘୋଷଣା ହେବ । ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତରୁଣ ଚୁଗଙ୍କ ସୂଚନା । ରାଜ୍ୟ ସଭାପତି ଚୟନ ପାଇଁ ମତାମତ ନେଇଛୁ । ଏନେଇ ଆଲୋଚନା ହୋଇଛି, ଖୁବ୍ଶୀଘ୍ର ଘୋଷଣା ହେବ ।