20.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶରାଷ୍ଟ୍ରପତି ଦେଖିଲେ ଓଡିଆ ଫିଲ୍ମ ନବକଳେବର

ରାଷ୍ଟ୍ରପତି ଦେଖିଲେ ଓଡିଆ ଫିଲ୍ମ ନବକଳେବର

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦେଖିଲେ ଓଡ଼ିଆ ଫିଲ୍ମ ନବକଳେବର ।  ରାଷ୍ଟ୍ରପତି ଭବନରେ ପ୍ରଦର୍ଶିତ ହେଲା ଶ୍ରୀଜଗନ୍ନାଥଙ୍କର ନବକଳେବର ସିନେମା ।  ମହାପ୍ରଭୁଙ୍କ ନବକଳେବର କାହାଣୀକୁ ନେଇ ସିନେମା ପ୍ରସ୍ତୁତ । କଳାପାହାଡ କେମିତି ଶ୍ରୀମନ୍ଦିରକୁ ଆକ୍ରମଣ  କରିଥିଲେ , ମହାପ୍ରଭୁହ୍‌କୁ କେମିତି ସଂଘର୍ଷପୂଣ୍ଣ ଭାବରେ ଚିଲିକା ଭିତରେ  ଲୁଚାଇ ରଖାଯାଇଥିଲା , ସେସବୁକୁ ଦର୍ଶାଯାଇଛି । ସବୁଠୁ ଅଧିକ ପ୍ରଭାବିତ କରିଛି ବିସର ମହାନ୍ତିଙ୍କ ଭୁମିକାରେ ଥିବା ସିଦ୍ଧାର୍ଥ ମହାପାତ୍ରଙ୍କର ଅଭିନୟ । ଏହି ସମୟରେ ରାଷ୍ଟ୍ରପତି ଭବନରେ ଗୁରୁଜୀ ଡକ୍ଟର  ଚନ୍ଦ୍ରଭାନୁ ଶତପଥୀ ବରିଷ୍ଠ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କ ସମେତ ଫିଲ୍ମର  ଅନେକ ଷ୍ଟାରକାର୍ସ ସାମିଲ ହୋଇଥିଲେ ।  ମହାପ୍ରଭୁଙ୍କର ଫିଲ୍ମ ଦେଖି ସମସ୍ତେ  ବେଶ ଭାବବିହ୍ୱଳ ହୋଇପଡିଥିଲେ । ଶ୍ରୀଜଗନ୍ନାଥଙ୍କ ସଂସ୍କୃତିକୁ ପ୍ରଚାର ଏବଂ ପ୍ରସାର କରିଥିବାରୁ  ଫିଲ୍ମର ଟିମକୁ ଅନେକ ପ୍ରଶଂସା କରିଛନ୍ତି ରାଷ୍ଟ୍ରପତି  ା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking