ଭୁବନେଶ୍ୱର: ବିଧାନସଭାର ୧୧ ନମ୍ବର ଚ୍ୟାମ୍ବରକୁ ଗଲେ ରାଷ୍ଟ୍ରପତି । ୧୧ ନଂ ଚ୍ୟାମ୍ବର ଚୌକିରେ ବସି ସ୍ମୃତି ସାଉଁଟିଲେ । ମନ୍ତ୍ରୀ ଭାବେ ୧୧ ନଂ ଚ୍ୟାମ୍ବରର ସ୍ମୃତି ମନେ ପକାଇଲେ । ଏହା ପୂର୍ବରୁ ମହାମହିମ ବିଧାନସଭାରେ ଅଭିଭାଷଣ ରଖିଥିଲେ । ଅବିଭାଷଣରେ ଲୋକ ପ୍ରତିନିଧିଙ୍କୁ ରାଷ୍ଟ୍ରପତି ପରାମର୍ଶ ମଧ୍ୟ ଦେଇଥଲେ ।










