22.1 C
Bhubaneswar
Saturday, February 7, 2026
Homeଓଡିଶାଭୁବନେଶ୍ୱରରେ ରାଷ୍ଟ୍ରପତି

ଭୁବନେଶ୍ୱରରେ ରାଷ୍ଟ୍ରପତି

ଭୁବନେଶ୍ୱର: ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁ । ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱରରେ ପହଞ୍ଚିଲେ । ବିମାନ ବନ୍ଦରରୁ ସିଧାସଳଖ ଏମ୍ସର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି । ସମାବର୍ତ୍ତନ ଉତ୍ସବରେ ଯୋଗଦେବା ପାଇଁ କାର୍‌କେଡ୍‌ ବାହାରି ସାରିଛି । ସାଙ୍ଗରେ ଅଛନ୍ତି ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଅଛନ୍ତି । ପୋଲିସ ଡିଜି ମଧ୍ୟ ଅଛନ୍ତି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking