28.1 C
Bhubaneswar
Tuesday, February 3, 2026
Homeଓଡିଶାବାଲେଶ୍ୱରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ବାଲେଶ୍ୱରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ବାଲେଶ୍ୱର: ଆଜି ରାଷ୍ଟ୍ରପତିଙ୍କ ୬ ଦିନିଆ ଓଡିଶା ଗସ୍ତର ଦ୍ୱିତୀୟ ଦିନ । ବାଲେଶ୍ୱରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏଫଏମ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ପହଞ୍ଚିଲେ । ସମାବର୍ତ୍ତନ ଉତ୍ସବରେ ଯୋଗ ଦେଲେ ମହାମହିମ । ଏହା ପୂର୍ବରୁ ସକାଳେ ଭୁବନେଶ୍ୱରରୁ ସ୍ୱତନ୍ତ୍ର ବିମାନ ଯୋଗେ ଯାଜପୁରରେ ପହଞ୍ଚିଥିଲେ । ସେଠାରେ ନାଭିଗୟାରେ ପିଣ୍ଡଦାନ ସହ ମା’ ବିରଜାଙ୍କୁ ଦର୍ଶନ କରିଥିଲେ ।

ବିରଜା ମନ୍ଦିରରେ ମା’ଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କଲେ ରାଷ୍ଟ୍ରପତି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking