ଭୁବନେଶ୍ୱର: ଗର୍ଭାବସ୍ଥାରେ କିଛି ଜିନିଷ ଖାଇବାକୁ ବାରଣ କରାଯାଇଛି । ଗର୍ଭବତୀ ମହିଳାମାନେ ଭୁଲରେ ମଧ୍ୟ କଞ୍ଚା କ୍ଷୀର ଏବଂ ଅଧା ରନ୍ଧା ଖାଦ୍ୟ ଖାଇବା ଉଚିତ ନୁହେଁ । ସିଝା କ୍ଷୀର ଏବଂ କମ ରନ୍ଧା ଖାଦ୍ୟ ଖାଇବା ଦ୍ୱାରା ଖାଦ୍ୟ ବିଷାକ୍ତ ହୋଇପାରେ , ଯାହା ମା, ଶିଶୁ ପାଇଁ ବିପଦ ଜନକ । ଚା , କଫି କିମ୍ବା ପାନୀୟ ଜଳ ଖାଇବା ଉଚିତ ନୁହେଁ । ଏହା ବ୍ୟତୀତ ଗର୍ଭାବସ୍ଥାରେ ମଦ୍ୟପାନ କରିବା ବହୁତ ବିପଦପୂଣ୍ଣ । ଏହା ଗର୍ଭପାଚର ଆଶଙ୍କା ସୃଷ୍ଟି କରେ । ବର୍ଭବତୀ ମହିଳାମାନେ ଆଳୁ ଖାଇବା ଉଚିତ ନୁହେଁ । ଏହା କ୍ଷତି ହୋଇପାରେ । ଗର୍ଭବତୀ ମହିଳାମାନେ ଧୂମପାନ ଏବଂ ସାମୁଦ୍ରିକ ଖାଦ୍ୟ ଖାଇବା ଉଚିତ ନୁହେଁ । ସାମୁଦ୍ରିକ ଖାଦ୍ୟରେ ଜୀବାଣୁ ଥାଇପାରେ ଯାହା ଗର୍ଭପାତ କରାଇପାରେ । ଅମୃତ ଭଣ୍ଡା, ପଣସ ଭୁଲରେ ବି ଖାଇବା ଉଚିତ ନୁହେଁ ।










