24.1 C
Bhubaneswar
Friday, February 6, 2026
Homeଓଡିଶାଯୌତୁକ ପାଇଁ ଗର୍ଭବତୀକୁ ହତ୍ୟା

ଯୌତୁକ ପାଇଁ ଗର୍ଭବତୀକୁ ହତ୍ୟା

କେନ୍ଦ୍ରାପଡା: ଯୌତୁକ ପାଇଁ ୫ ମାସର ଗର୍ଭବତୀଙ୍କୁ ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି । ମହାକାଳପଡା ଥାନା ବଡମଠ ଗାଁରେ ହତ୍ୟା ଅଭିଯୋଗ କରାଯାଇଥିବା ସୂଚନା ମିଳିଛି । ଯୌତୁକ ପାଇଁ ଝିଅକୁ ହତ୍ୟା କରାଯାଇଥିବା ନେଇ ହୋଇଛି ଅଭିଯୋଗ । ପୂର୍ବରୁ ଶାଶୂଘରେ ଯୌତୁକ ପାଇଁ ଝିଅକୁ ମାଡ଼ ମାରୁଥିଲେ। ବର୍ତ୍ତମାନ ତାଙ୍କର ମୃତ୍ୟୁ ଘଟିଛି। ଏନେଇ ମୃତ ଗର୍ଭବତୀଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି। ୨ ଦିନ ହେଲାଣି ମେଡ଼ିକାଲରେ ଶବ ପଡ଼ିରହିଛି। ଏହାର ନ୍ୟାୟ ପାଇଁ ଦାବି କରୁଛନ୍ତି ଝିଅର ବାପ ଘର ଲୋକେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking