30.1 C
Bhubaneswar
Wednesday, March 25, 2026
Homeଓଡିଶାଚିକିତ୍ସା ଅବହେଳାରୁ ଗର୍ଭବତୀ ଆଶାକର୍ମୀଙ୍କ ମୃତ୍ୟୁ !

ଚିକିତ୍ସା ଅବହେଳାରୁ ଗର୍ଭବତୀ ଆଶାକର୍ମୀଙ୍କ ମୃତ୍ୟୁ !

ନବରଙ୍ଗପୁର:  ଚିକିତ୍ସା ଅବହେଳାରୁ  ଗର୍ଭବତୀ ଆଶାକର୍ମୀଙ୍କ ମୃତ୍ୟୁ  ହୋଇଥିବା ଅଭିଯୋଗ ହୋଇଛି । ପ୍ରସବ ବେଦନା ହେବାରୁ କାଲି  ଉମରକୋଟ ହସ୍ପିଟାଲରେ  ଭର୍ତ୍ତି ହୋଇଥିଲେ । ନବରଙ୍ଗପୁର ଚିକିତ୍ସାଳୟକୁ  ସ୍ଥାନାନ୍ତର  ବେଳେ ଅଧାବାଟରେ  ମୃତ୍ୟୁ ହୋଇଛି । କ୍ଷତିପୂରଣ ଦାବିରେ  ଉମରକୋଟ ମେଡିକାଲ ଛକରେ ମୃତଦେହ ରଖି ରାସ୍ତାରୋକ କରିଛନ୍ତି । ଉମରକୋଟ- ନବରଙ୍ଗପୁରକୁ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking