25.1 C
Bhubaneswar
Saturday, December 6, 2025
Homeଓଡିଶାଏଫଏମ ପୀଡିତାଙ୍କ ପରିବାରକୁ ଭେଟି ୨୦ ଲକ୍ଷର ଚେକ ଦେଲେ ପ୍ରତାପ ଷଡଙ୍ଗୀ

ଏଫଏମ ପୀଡିତାଙ୍କ ପରିବାରକୁ ଭେଟି ୨୦ ଲକ୍ଷର ଚେକ ଦେଲେ ପ୍ରତାପ ଷଡଙ୍ଗୀ

ବାଲେଶ୍ୱର: ବାଲେଶ୍ୱର ଏଫଏମ କଲେଜ  ପୀଡିତାଙ୍କ ପରିବାରକୁ ୨୦ ଲକ୍ଷ ସହାୟତା  ରାଶି ପ୍ରଦାନ କରାଯାଇଛି । ପରିବାରକୁ  ଭେଟି  ୨୦ ଲକ୍ଷର ଚେକ ଦେଲେ ସାଂସଦ ପ୍ରତାପ ଷଡଙ୍ଗୀ । ପୀଡିତାଙ୍କ ମୃତ୍ୟୁ ପରେ ୨୦ ଲକ୍ଷର ସହାୟତା ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।  ବାଲେଶ୍ୱର ରେଡକ୍ରସ ପକ୍ଷରୁ ୨୫ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି ।  ସୂଚନା ଥାଉକି,  ବାଲେଶ୍ୱର ଏଫଏମ ଛାତ୍ରୀଙ୍କ କଲେଜ ଆଗରେ ନିଜକୁ ଆତ୍ମାହୁତି ଦେଇଥିଲେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking