ଭୁବନେଶ୍ୱର: ପ୍ରତାପ ଖୋଲା ଚ୍ୟାଲେଞ୍ଜ କଲେଣି କହିଲେ ଅନୀଲ ବିଶ୍ୱାଳ । ପ୍ରତାପ ଜେନା ଚିଠି ଲେଖି ନବୀନଙ୍କୁ ଖୋଲା ଚ୍ୟାଲେଞ୍ଜ କଲେଣି । ନବୀନଙ୍କ କର୍ତ୍ତୃତ୍ୱ ନାହିଁ । ଦଳ ଭିତରେ ଅସନ୍ତୋଷ ଓ ନେତୃତ୍ୱରେ ଅଭାବ । ହୁଇପ ଜାରି କଲେ ସାଂସଦମାନେ ମାନିବେ କି ନାହିଁ , ସେ ଭରସା ନାହିଁ ।