32.1 C
Bhubaneswar
Tuesday, June 10, 2025
Homeଓଡିଶାବିଜେପିକୁ ପ୍ରସନ୍ନ ଆଚାର୍ଯ୍ୟଙ୍କ ଟାର୍ଗେଟ

ବିଜେପିକୁ ପ୍ରସନ୍ନ ଆଚାର୍ଯ୍ୟଙ୍କ ଟାର୍ଗେଟ

ଭୁବନେଶ୍ୱର: ନାଁ ନନେଇ ବିଜେପିକୁ ଟାର୍ଗେଟ କଲେ ପ୍ରସନ୍ନ ଆଚାର୍ଯ୍ୟ । ଗୋଷ୍ଠୀ କନ୍ଦଳ କେଉଁ ଦଳରେ ଅଛି , କାଲି ସ୍ପଷ୍ଟ ହୋଇଛି । ନିଆଁ କୁହୁଳୁନି, ଲାଗି ସାରିଲେଣି । ବିଜେଡି ଆଜି ବି ଲୋକ ପ୍ରିୟ ହୋଇ ରହିଛି । ଆଗକୁ କଣ ହୋଉଛି , ଦେଖନ୍ତୁ । ଆଜି ବିଜେପି କୁ ଟାର୍ଗେଟ କରିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking