24.1 C
Bhubaneswar
Saturday, April 19, 2025
Homeଓଡିଶାପ୍ରଣବଙ୍କ ଅଭିଯୋଗ: ହିମାଂଶୁଙ୍କ ପ୍ରତିକ୍ରିୟା

ପ୍ରଣବଙ୍କ ଅଭିଯୋଗ: ହିମାଂଶୁଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର: ଯାଜପୁର ଧର୍ମଶାଳାରେ ରାଜନୈତିକ ଆକ୍ରମଣ । ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ ବଲବନ୍ତରାୟଙ୍କ ଗାଡି ଉପରେ ଆକ୍ରମଣ ଅଭିଯୋଗ । ପ୍ରଣବ କହିଲେ ଆକ୍ରମଣ ପଛରେ ବିଧାୟକ ହିମାଂଶୁ ସାହୁଙ୍କ ହାତ ଅଛି । ପ୍ରଣବଙ୍କ ଅଭିଯୋଗ ପରେ ହିମାଂଶୁ ସାହୁଙ୍କ ପ୍ରତିକ୍ରିୟା । ନିଜ ଭିତରେ ବାଡାପିଟା ହୋଇ ମୋ ମୁଣ୍ଡରେ ଅଠା ବୋଳୁଛନ୍ତି । ବିଜେଡିର ଗୋଟିଏ ଗୋଷ୍ଠୀ ପ୍ରଣବଙ୍କୁ ବିରୋଧ କରିଛନ୍ତି । ଭୁବନେଶ୍ୱରରୁ ଆରମ୍ଭ କରି ଗାଁ ଗାଁ ଯାଏଁ ବିଜେଡି ଭାଗଭାଗ । ମୁଁ ଦିଲ୍ଲୀରେ ଅଛି, ଖବର ପାଇ ଏସଡିପିଓଙ୍କୁ କହିଛି । ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking