ଭୁବନେଶ୍ୱର : ସୁଭଦ୍ରା ଯୋଜନରେ ପ୍ରମିଳା ମଲ୍ଲିକ କଟାକ୍ଷ କରିଛନ୍ତି । ସରକାରଙ୍କ ସୁଭଦ୍ରା ଯୋଜନା କିଛି କାମ କରିବନି । ଏହି ଟଙ୍କାରେ ମହିଳା ସ୍ୱାବଲମ୍ବୀ ହେବା ସମ୍ଭବପର ନୁହେଁ । ନବୀନଙ୍କ ଯୋଜନା ସମକକ୍ଷ କେହି ହୋଇପାରିବେନି । ଏଭଳି କହି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ବୟାନ ରଖିଛନ୍ତି ।