28.1 C
Bhubaneswar
Sunday, March 29, 2026
Homeଓଡିଶାପ୍ରମିଳା ମଲ୍ଲିକଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି

ପ୍ରମିଳା ମଲ୍ଲିକଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି

ଭୁବନେଶ୍ୱର : ବିଞ୍ଝାରପୁର ବିଧାୟିକାଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି ।  ନିର୍ୱାଚନୀ ମାମଲାରୁ ଖାରଜ କରିଛନ୍ତି ହାଇକୋର୍ଟ । ପ୍ରମିଳାଙ୍କ ବିରୁଦ୍ଧରେ ଥିଲା ବୁଥ ରିଗିଂ ଅଭିଯୋଗ । ବୁଥ କ୍ୟାପଚରିଂ ଭଳି ଅଭିଯୋଗ ରହିଥିଲା । ଅଭିଯୋଗ କରିଥିଲେ ବିଜେପି ପ୍ରାର୍ଥୀ ବବିତା ମଲ୍ଲିକ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking