27.1 C
Bhubaneswar
Monday, March 31, 2025
Homeଓଡିଶାବିଧାୟକଙ୍କ ଦରମା ବୃଦ୍ଧି ଦାବି କଲେ ପ୍ରମିଳା

ବିଧାୟକଙ୍କ ଦରମା ବୃଦ୍ଧି ଦାବି କଲେ ପ୍ରମିଳା

ଭୁବନେଶ୍ୱର: ସାଂସଦଙ୍କ ପରେ ବିଧାୟକଙ୍କ ଦରମା ବୃଦ୍ଧି ଦାବି । ବିଧାନସଭାରେ ଦାବି କଲେ ପ୍ରମିଳା ମଲ୍ଲିକ । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି ପାଇଁ ଦାବି । କମିଟି ସୁପାରିସ କରିଥିବା ରିପୋର୍ଟ କାର୍ଯ୍ୟକାରୀ ହେଉ । ବଜାର ଦର ଓ ମେଡିକାଲ ଖର୍ଚ୍ଚ ବୃଦ୍ଧି ପାଇଲାଣି । ତେଣୁ ବିଧାୟକଙ୍କ ଦରମା ବୃଦ୍ଧି ହେଉ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking