14.1 C
Bhubaneswar
Sunday, December 7, 2025
Homeଓଡିଶାପ୍ରଜ୍ଞାନ ଓଝା ସିଲେକ୍ଟର

ପ୍ରଜ୍ଞାନ ଓଝା ସିଲେକ୍ଟର

ନୂଆଦିଲ୍ଲୀ: ଜାତୀୟ ସିନିୟର୍ କ୍ରିକେଟ ଟିମ୍‌ର ଚୟନକର୍ତ୍ତା ହେଲେ ପ୍ରଜ୍ଞାନ ଓଝା । ଯାଜପୁରର ପୂର୍ବତନ ଓପନର ଓଝାଙ୍କ ଜାତୀୟ ସିନିୟର୍ କ୍ରିକେଟ ଟିମ୍‌ର ଚୟନକର୍ତ୍ତାରେ ସାମିଲ ରାଜ୍ୟ ପାଇଁ ଏକ ଗର୍ବର ମୁହୂର୍ତ୍ତ । ଶିବସୁନ୍ଦର ଦାସଙ୍କ ସହ ଦ୍ୱିତୀୟ ଓଡିଆ ଭାବେ ଚୟନ କମିଟିରେ ସ୍ଥାନିତ ହୋଇଛନ୍ତି । ଅଜିତ ଅଗରକରଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟିରେ ସ୍ଥାନ ପାଇଲେ । ପ୍ରଥମ ଥର ପାଇଁ, ଅଜିତ ଅଗରକରଙ୍କ ଅଧ୍ୟକ୍ଷତାରେ ଗଠିତ ବିସିସିଆଇର ଉଚ୍ଚ-ପଦବୀ ଚୟନ ପ୍ୟାନେଲରେ ଓଡ଼ିଶା ଦୁଇ ଜଣ ପ୍ରତିନିଧି ସ୍ଥାନ ପାଇଛନ୍ତି । ନୂଆ ସଦସ୍ୟ ଭାବେ ଆର୍‌ପି ସିଂ ସାମିଲ ହୋଇଛନ୍ତି । ଏଥି ସହିତ ସ୍ଥାନ ବାଜାୟ ରଖିଲେ ଅଜୟ ରାତ୍ରା । ଭାରତ ୨୦୨୭ ଦିନିକିଆ ବିଶ୍ୱକପ୍ ପାଇଁ ପ୍ରସ୍ତୁତ ହେଉଥିବା ବେଳେ, ଏହା ଦଳକୁ କିପରି ପ୍ରଭାବିତ କରିବ ତାହା ଉପରେ ସମସ୍ତଙ୍କ ନଜର ରହିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking