ଭୁବନେଶ୍ୱର: ବିଜେପିର ମହାମିଶ୍ରଣ, ବିଜେଡିକୁ ଶକ୍ତ ଝଟ୍କା । ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ୨ ପୁଅ । ବିଜେପିରେ ମିଶିଲେ ପ୍ରୟାସକାନ୍ତି ସାମଲ, ପ୍ରଣିତକାନ୍ତି ସାମଲ । ବିଜେପିରେ ଦୁଇ ପୁଅଙ୍କ ସହ ପ୍ରଫୁଲ୍ଲଙ୍କ ଉଉଣୀ ଉର୍ମିଳା ନାୟକ ମଧ୍ୟ ମିଶିଲେ । ବର୍ତ୍ତମାନ ଭଦ୍ରକ ବ୍ଲକ ଅଧ୍ୟକ୍ଷା ଅଛନ୍ତିବ ଉର୍ମିଳା ନାୟକ । ପ୍ରଣିତକାନ୍ତି ସାମଲ ବର୍ତ୍ତମାନ ଭଣ୍ଡାରୀପୋଖରୀ ବ୍ଲକ ଉପାଧ୍ୟକ୍ଷ ଅଛନ୍ତି । ଅନେକ ସରପଞ୍ଚ ଓ ସମିତି ସଭ୍ୟ ବିଜେପିରେ ମିଶିଲେ । ୩୦ ସରପଞ୍ଚ ଓ ୩୫ ସମିତି ସଭ୍ୟ ମଧ୍ୟ ବିଜେପିରେ ମିଶିଲେ । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ମିଶିଲେ ।










