21.1 C
Bhubaneswar
Monday, January 12, 2026
Homeଓଡିଶାପ୍ରଦୀପ ପାଣିଗ୍ରାହୀ କୋର୍ଟରେ ହାଜର

ପ୍ରଦୀପ ପାଣିଗ୍ରାହୀ କୋର୍ଟରେ ହାଜର

ଭୁବନେଶ୍ୱର: ଟାଟା କନ୍ସଲଟାନ୍‌ସୀରେ ଚାକିରି ଦେବା ନାଁରେ ଠକେଇ ମାମଲା । ଭୁବନେଶ୍ୱର ଜେଏମ୍‌ଏଫ୍‌ସି-୧ରେ ସାଂସଦ ପ୍ରଦୀପ ପାଣିଗ୍ରାହୀ ହାଜର। ଆକାଶ ପାଠକ ମଧ୍ୟ ଭୁବନେଶ୍ୱର ଜେଏମ୍‌ଏଫ୍‌ସି-୧ରେ ହାଜର । ଏବେ କୌଣସି ମନ୍ତବ୍ୟ ଦେବା ଠିକ୍ ନୁହେଁ କହିଲେ ପ୍ରଦୀପ ପାଣିଗ୍ରାହୀ । ଏହା ସହ ସେ କହିଛନ୍ତି ଯେ ପୂର୍ବରୁ ବ୍ରହ୍ମପୁର କୋର୍ଟ ୫ଟି ମାମଲା ରଦ୍ଦ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking