ଭୁବନେଶ୍ୱର: ମହିଳାଙ୍କୁ ସ୍ୱାବଲମ୍ବୀ କରିବାକୁ ଦେଶୀ କୁକୁଡ଼ା ପାଳନ ପାଇଁ ଦିଆଯିବ ଟ୍ରେନିଂ। ଦେଶୀ କୁକୁଡ଼ା ପାଳନ ପାଇଁ ଆର୍ଥିକ ସହାୟତା ସହ ଦିଆଯିବ ତାଲିମ। ରାଜ୍ୟ ସରକାରଙ୍କ ସହଯୋଗରେ ଏକ ଏନଜିଓ ପକ୍ଷରୁ ପଦକ୍ଷେପ। କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାରେ କାର୍ଯ୍ୟକ୍ରମ ଆରମ୍ଭ , ବାକି ଜିଲ୍ଲାରେ ଖୁବଶୀଘ୍ର । ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ।