33.1 C
Bhubaneswar
Thursday, September 19, 2024
Homeଓଡିଶାକାଲି ସୁଦ୍ଧା ଆଳୁ ସମସ୍ୟା ସମାଧାନ ହେବ : ମନ୍ତ୍ରୀ

କାଲି ସୁଦ୍ଧା ଆଳୁ ସମସ୍ୟା ସମାଧାନ ହେବ : ମନ୍ତ୍ରୀ

ଭୁବନେଶ୍ୱର :  ବ୍ୟବସାୟୀ ମହାସଂଘ ଓ ଯୋଗାଣ ମନ୍ତ୍ରୀଙ୍କ ବୈଠକ । ଦଳ ନିୟନ୍ତ୍ରଣ ଓ ଆଳୁ ଗଚ୍ଛିତନେଇ ଆଲୋଚନା ହୋଇଛି ।  କାଲି ସୁଦ୍ଧା ଆଳୁ ସମସ୍ୟା ସମାଧାନ ହେବ । ଆଳୁ କଳାବଜାରୀ କଲେ ପଦକ୍ଷେପ ନିଆଯିବ କହିଲେ । ଅଧିକ ଦରରେ ବିକ୍ରି କଲେ କାର୍ଯ୍ୟାନୁଷ୍ଠାନ ହେବ ।  ଉତ୍ତରପ୍ରଦେଶ ଆଳୁ ଗ୍ରହଣୀୟ ନହେବା ପ୍ରସଙ୍ଗ । ଏପରି ଅଭିଯୋଗକୁ ଖଣ୍ଡନ କଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । କହିଲେ ୟୁପି ଆଳୁ ଭଲ, ସୁଲଭ ଦରରେ ବଜାରରେ ମିଳୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking