31.1 C
Bhubaneswar
Thursday, March 19, 2026
Homeଓଡିଶାଆଳୁ ସମସ୍ୟା ୨୪ ବର୍ଷର ସମସ୍ୟା :  ମନ୍ତ୍ରୀ

ଆଳୁ ସମସ୍ୟା ୨୪ ବର୍ଷର ସମସ୍ୟା :  ମନ୍ତ୍ରୀ

ଭୁବନେଶ୍ୱର : ଆଳୁ ଦର ବୃଦ୍ଧିକୁ ନେଇ ପୂର୍ୱ ସରକାରକୁ ଦାୟୀ କଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ  କୃଷ୍ଣ ଚନ୍ଦ୍ର ପାତ୍ର । କହିଲେ ଆଳୁ ଦର ବୃଦ୍ଧି ନେଇ ପୂର୍ୱ ସରକାର ଦାୟୀ । କହିଲେ ଆଳୁ ସମସ୍ୟା ୨୪ ବର୍ଷର ସମସ୍ୟା । ଏହା ଦିନକରେ ଠିକ ହେବ ନାହିଁ , ସମୟ ଲାଗିବ କହିଛନ୍ତି ମନ୍ତ୍ରୀ ।  ସମାଧାନ ପାଇଁ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking