ଭୁବନେଶ୍ୱର : ରାଜ୍ୟରେ ଏଥର ଆଳୁ , ପିଆଜ ଭଲ ଅମଳ ହୋଇଛି । ଏନେଇ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୂଚନା ଦେଇଛନ୍ତି । ଷ୍ଟୋରେଜ କାପାସିଟି ନଥିବାରୁ ଚାଷୀ ହଇରାଣ ହେଉଛନ୍ତି । ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ଶୀତଳଭଣ୍ଡାର କରିବେ । ଆସନ୍ତା ବର୍ଷକୁ ଆଉ ଅସୁବିଧା ରହିବ ନାହିଁ କହିଛନ୍ତି ମନ୍ତ୍ରୀ ।