ଭୁବନେଶ୍ୱର: ସ୍ଥଗିତ ରହିଲା ୪ର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା । ୩୦ ତାରିଖ ଭିତରେ ସମ୍ପୂର୍ଣ ଯାଞ୍ଚ ସରିବ । ସମ୍ପୂର୍ଣ ଯାଞ୍ଚ ପରେ ତାରିଖ ଘୋଷଣା କରାଯିବ । ୫ ଏକର ଜମି ପାଇଁ ଅନେକ ହିତାଧିକାରୀ ବାଦ ପଡିଛନ୍ତି । ସୁଭଦ୍ରା ପୋର୍ଟାଲ ଏବଂ ବ୍ଲକ ଅଫିସ ରେ ଅଭିଯୋଗ ଜଣାନ୍ତୁ । ସୁଭଦ୍ରା ଯୋଜନା କୁ ନେଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି । ବାୟୋମେଟ୍ରିକରେ ଇ- କେୱାଇସ କରିବେ ହିତାଧିକାରୀ । ୫ ଏକର ଜମି ଫିଲଡ ୱାର୍କ ଚାଲିଛି । ୫ ଲକ୍ଷରୁ ଅଧିକ ଆବେଦନ ପେଣ୍ଡିଙ୍ଗ ପଡିଛି । ସମ୍ପୂର୍ଣ ଯାଞ୍ଚ ପରେ ତାରିଖ ଘୋଷଣା କରିଯିବ ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଗଣମାଧ୍ୟମ ଆଗରେ ସୂଚନା ଦେଇଛନ୍ତି ।