31.1 C
Bhubaneswar
Wednesday, March 25, 2026
Homeଓଡିଶାବିଜୁ- ନବୀନ ଟ୍ରଷ୍ଟ କାହା ସ୍ୱାର୍ଥରେ ବୋଲି ପୋଷ୍ଟରରେ ପ୍ରଶ୍ନ

ବିଜୁ- ନବୀନ ଟ୍ରଷ୍ଟ କାହା ସ୍ୱାର୍ଥରେ ବୋଲି ପୋଷ୍ଟରରେ ପ୍ରଶ୍ନ

ଭୁବନେଶ୍ୱର: ବିଜୁ ନବୀନ ଫାଉଣ୍ଡେସନକୁ ନେଇ ତେଜିଲା ବିବାଦ । ରାଜଧାନୀରେ ଲାଗିଲା ବେନାମୀ ପୋଷ୍ଟର । ବିଜୁ ନବୀନ ଟ୍ରଷ୍ଟ କାହା ସ୍ୱାର୍ଥରେ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି । ଦିଲ୍ଲୀରେ ଟ୍ରଷ୍ଟ କାହାସ୍ୱାର୍ଥରେ ବୋଲି ପୋଷ୍ଟର ଜରିଆରେ ନବୀନ ପଚ୍ଚନାୟକଙ୍କୁ ଜବାବ ମଗାଯାଇଛି । ଏଜି ଛକ, ୧୨0- ବାଟାଲିୟନ ଛକ, ରବୀନ୍ଦ୍ର ମଣ୍ଡପ ଛକରେ ଲାଗିଥିବା ପୋଷ୍ଟରରେ ନବୀନ ପାଣ୍ଡିଆନ ଏବଂ ସଂତୃପ୍ତ ମିଶ୍ରଙ୍କ ଫଟୋକୁ ବ୍ୟଙ୍ଗାତ୍ମକ ଭାବେ ଦର୍ଶାଯାଇଛି । ତେବେ କିଏ ଏଭଳି ପୋଷ୍ଟର ଲଗାଇଛି ସେନେଇ ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ବିଜେଡି କହିଛି ବିଜେପି ସହଯୋଗରେ ଚକ୍ରାନ୍ତ କାରୀ ହିଁ ଏଭଳି କାମ କରିଛନ୍ତି, ସେମାନଙ୍କର ହୀନ ଉଦ୍ୟମ ଫରକ ପକାଇବ ନାହିଁ ଯାହାର ଜବାବ ରଖିଛି ବିଜେଡିା

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking